Price: ₹300 - ₹245.00
(as of Oct 05, 2024 10:43:21 UTC – Details)
11 Principal upanishads with simple odia meaning .More details on www.aumbooks.in ୧୦୮ ଉପନିଷଦ ମନୁଷ୍ୟର ଆଧିଦୈବିକ, ଆଧିଭୌତିକ ଓ ଆଧ୍ୟାତ୍ମିକ ଏହି ତିନି ପ୍ରକାରର ତାପକୁ ନାଶ କରିଥାଏ । ଏମାନଙ୍କର ପାଠ ଏବଂ ସ୍ୱାଧ୍ୟାୟ ଦ୍ୱାରା ଜ୍ଞାନ ଓ ବୈରାଗ୍ୟ ପ୍ରାପ୍ତି ହୋଇଥାଏ । ତଥା ଲୋକବାସନା, ଶାସ୍ତ୍ରବାସନା ଏବଂ ଦେହବାସନା ତ୍ରିବିଧ ବାସନାର ନାଶ ହୋଇଥାଏ । ପୂର୍ବେ ଏବଂ ପରେ ପ୍ରତ୍ୟେକ ଉପନିଷଦର ବିହିତ ଶାନ୍ତିକୁ ପାଠ କରିବା ଆବଶ୍ୟକ । ବେଦବିଦ୍ୟା ବିଷାରଦ, ବ୍ରତ ପରାୟଣ ସ୍ନାନ ଶୌଚାଦି ସମ୍ପନ୍ନ ହୋଇ ସ୍ୱୟଂ ଆତ୍ମତ‰ ଉପଦେଷ୍ଟା ଗୁରୁଙ୍କ ମୁଖରୁ ଶ୍ରବଣ କରିବାକୁ ହୋଇଥାଏ । ଯେଉଁ ଦ୍ୱିଜଶ୍ରେଷ୍ଟ ଏହି ଅଷ୍ଟୋତ୍ତର ଶତ ଉପନିଷଦକୁ ପାଠ କରିଥାଏ, ତାଙ୍କର ଯେ ପର୍ଯ୍ୟନ୍ତ ପ୍ରାରବ୍ଧ କ୍ଷୟ ନ ହୋଇଛି, ସେ ପର୍ଯ୍ୟନ୍ତ ଜୀବନ୍ମୁକ୍ତ ଭାବରେ ରହିବାକୁ ହୋଇଥାଏ । ତଦନନ୍ତର କାଳକ୍ରମେ ଯେତେବେଳେ ପ୍ରାରବ୍ଧ ନାଶ ହୋଇଯାଏ ସେତେବେଳେ ସେ ମୋର ବିଦେହ ମୁକ୍ତିକୁ ପ୍ରାପ୍ତ କରେ । ବେଦବର୍ଣ୍ଣିତ ସମସ୍ତ ଉପନିଷଦ ମାନଙ୍କ ମଧ୍ୟରେ ଏହି ୧୦୮ ଉପନିଷଦ ସାର ସ୍ୱରୂପ ଅଟେ । ଏହାର ଥରେମାତ୍ର ଶ୍ରବଣ ମଧ୍ୟ ପାପନାଶ କରିବାରେ ସହାୟକ ହୋଇଥାଏ । — ମୁକ୍ତିକ ଉପନିଷଦ
Publisher : AUM PRAKASHAN MANDIR (1 January 2018)
Language : Oriya
Perfect Paperback : 1072 pages
ISBN-10 : 8182700590
ISBN-13 : 978-8182700598
Reading age : 12 years and up
Country of Origin : India