Price: ₹199 - ₹189.00
(as of May 21, 2025 08:49:24 UTC – Details)
ଅନୁଭବର ଆଞ୍ଜୁଳାରେ ସକାଳର ଶିଶିରସିକ୍ତ ଫୁଲ ପରି ସତେଜ ଓ କୋମଳ ସୋମି ଧରଙ୍କ କବିତାର କୁହୁକ କାରୁକାର୍ଯ୍ୟ। ଭେଷଜ ବିଜ୍ଞାନର ଛାତ୍ରୀ ସୋମିଙ୍କର ସାଉଁଟା ଫୁଲ ପ୍ରଥମ କାବ୍ୟ ସ୍ତବକ। ଏଥିରେ ସ୍ଥାନିତ କବିତାସବୁ ଦଗ୍ଧ ତାରୁଣ୍ୟର ଖଇଫୁଟା ମନ ପାଇଁ ବିଶଲ୍ୟକରଣୀ। ଏହି କବିତା ସଂକଳନ ପାଇଁ ସୋମି ୭ମ ପେନ୍ ଇନ୍ ବୁକ୍ସ ଯୁବ ଲେଖକ ସମ୍ମାନ ପାଇଥିବାରୁ ତାଙ୍କୁ ଅଜସ୍ର ଅଭିନନ୍ଦନ। -ଶୁଭ୍ରାଂଶୁ ପଣ୍ଡା
Publisher : Odia Media Private Limited; First Edition (1 December 2024)
Paperback : 76 pages
ISBN-10 : 9348418262
ISBN-13 : 978-9348418265
Item Weight : 100 g
Dimensions : 21.59 x 13.97 x 2.54 cm
Country of Origin : India
Net Quantity : 1 Count
Packer : Odia Media Private Limited, M-6/51, Acharya Vihar, Bhubaneswar-751013
Generic Name : Book