Sadei Ajanka Kahanipedi 1 ସଦେଇ ଅଜାଙ୍କ କାହାଣୀପେଡ଼ି ୧

Sadei Ajanka Kahanipedi 1 ସଦେଇ ଅଜାଙ୍କ କାହାଣୀପେଡ଼ି ୧

Sadei Ajanka Kahanipedi 1 ସଦେଇ ଅଜାଙ୍କ କାହାଣୀପେଡ଼ି ୧
Price: ₹299 - ₹284.00
(as of Jun 16, 2025 23:05:10 UTC – Details)



ଆମର ଦୈନନ୍ଦିନ ଜୀବନକୁ ମାର୍ଜିତ, ଉଦ୍‌ବୁଦ୍ଧ ଓ ପ୍ରେରିତ କରିବା ପାଇଁ ବେଦ, ଶାସ୍ତ୍ର, ପୁରାଣ ଓ ଉପନିଷଦ ଆଦିରେ ରହିଛି ରାଶିରାଶି ଆଖ୍ୟାନ ଓ ଉପ-ଆଖ୍ୟାନ । ନୂଆପିଢ଼ିର ଶିଶୁକିଶୋର ପାଠକଙ୍କ ପାଇଁ ସେମିତି କିଛି କାହାଣୀକୁ ମହାଗ୍ରନ୍ଥମାନଙ୍କରୁ ତୋଳିଆଣି ସହଜ ଓ ସାବଲୀଳ ଭାବେ ପରଷିଛନ୍ତି ଲେଖକ ତଥା ସନ୍ନ୍ୟାସୀ ଶ୍ରୀ ଭଗବାନ ପାଢ଼ୀ । ନୀଳାଚଳ ଧାମ ପୁରୀର ଏକ ଆଶ୍ରମରେ ଅବସ୍ଥାନ କରୁଥିବା ଶ୍ରୀ ପାଢ଼ୀଙ୍କର ପରିବେଷଣ ଶୈଳୀ ଏ ପୁସ୍ତକକୁ ଏକ ନୂଆ ପଞ୍ଚତନ୍ତ୍ରର ପରିଚୟ ଦେଇଛି । କାହାଣୀ ଭିତରେ କାହାଣୀ ଖଞ୍ଜି ପିଲାମାନଙ୍କ ମଧ୍ୟରେ ଉତ୍ସୁକତା ଓ ଅନୁସନ୍ଧିତ୍ସା ବଢ଼ାଇବାର ନିଆରା କଳା ତାଙ୍କର ଲେଖାକୁ ଅଧିକ ସ୍ୱତନ୍ତ୍ର କରିଛି । ଏ ପୁସ୍ତକର ପ୍ରଥମ ଭାଗରେ ପୌରାଣିକ ଆଖ୍ୟାନ ରହିଥିବାବେଳେ ଦ୍ୱିତୀୟ ଭାଗରେ ଅନୁକରଣୀୟ ଐତିହାସିକ ବ୍ୟକ୍ତିତ୍ୱଙ୍କ ବାବଦରେ ବଖାଣିଛନ୍ତି ଲେଖକ । ଏସବୁ କାହାଣୀ ପଢ଼ିବାବେଳେ ଶିଶୁକିଶୋର ପାଠକମାନେ କେବଳ ଯେ ଆମୋଦିତ ହେବେ, ତାହା ନୁହେଁ; ଏ ପୁସ୍ତକ ପଠନ ମାଧ୍ୟମରେ ସେମାନଙ୍କର ଚରିତ୍ର ଗଠନ ଓ ଚୈତନ୍ୟ ଉଦୟ ହେବା ସହ ମନରେ ଭକ୍ତି, ସଂବେଦନା ଓ କରୁଣାର ନଈଧାରାଟିଏ ଅବଶ୍ୟ ପ୍ରବାହିତ ହେବ । -ଶୁଭ୍ରାଂଶୁ ପଣ୍ଡା

Publisher ‏ : ‎ Odia Media Private Limited; First Edition (4 December 2023)
Language ‏ : ‎ Oriya
Paperback ‏ : ‎ 188 pages
ISBN-10 ‏ : ‎ 9395150998
ISBN-13 ‏ : ‎ 978-9395150996
Item Weight ‏ : ‎ 215 g
Dimensions ‏ : ‎ 21.59 x 13.97 x 1.78 cm
Country of Origin ‏ : ‎ India

Author: ram kumar

Leave a Reply

Your email address will not be published. Required fields are marked *