Price: ₹299 - ₹280.00
(as of Jun 03, 2025 18:08:12 UTC – Details)
ଆରବ୍ୟ ରଜନୀର ଜ୍ୟୋତ୍ସାଲୋକିତ ଦିଗଦିଗନ୍ତେ- ଆରବ୍ୟ ରଜନୀ ବୋଇଲେ ଆମ କଳ୍ପନାରେ ଉଦଭାସିତ ହୁଏ ଆଶ୍ଚର୍ଯ୍ୟ ପ୍ରଦୀପ, ଜିନରୂପୀ ଦୈତ୍ୟ ଓ ଚାଳିଶ୍ ଚୋର ଭଳି କେତେକ ଚମକପ୍ରଦ କିନ୍ତୁ ଊଣାଅଧିକ ଜଣାଶୁଣା ଗଳ୍ପ | କିନ୍ତୁ ସେ ରଜନୀର ବିପୁଳ ବ୍ୟାପ୍ତି ଭିତରେ କେଉଁଠି କେଉଁଠି ଝଲସିଉଠେ ଜ୍ୟୋତ୍ସ୍ନାପ୍ଳାବିତ ଏକ ଏକ ଅପ୍ରତ୍ୟାଶିତ ରତ୍ନ- ଶୁଭଙ୍କର, ଶିକ୍ଷାପ୍ରଦ ଓ ଜ୍ଞାନସୂଚକ କାହାଣୀ | ଏ ସଂକଳନରେ ପରିବେଷିତ ସେହି ରତ୍ନଗୁଚ୍ଛ | Order now from OdishaShop seller for authentic product.
ASIN : B08HVFGZRL
Publisher : Generic (1 January 2019)
Language : Oriya
Item Weight : 400 g
Dimensions : 22 x 15 x 1 cm
Country of Origin : India
Generic Name : Odia Stories