Price: ₹130.00
(as of Jan 31, 2025 02:07:35 UTC – Details)
ପାଳି ଗଳ୍ପ ସଂକଳନ ପୁସ୍ତକରେ ସନ୍ନିବେଷିତ ପ୍ରତ୍ୟକ ଗଳ୍ପ ପାଠକକୁ ଗଭୀର ଭାବରେ ପ୍ରଭାବିତ କରିବ । ନିତିଦିନିଆ ଜୀବନରେ ଆଖି ସାମ୍ନାରେ ଘଟି ଯାଉଥିବା ଅନେକ ଅତି ସାଧାରଣ ଘଟଣାବଳୀକୁ ପୃଷ୍ଠଭୂମି କରି ଗଳ୍ପ ଗୁଡିକ ରଚିତ ହୋଇଛି। ସବୁଠାରୁ ବଡ କଥା ହେଲା ପ୍ରତିଟି ଗଳ୍ପ ସ୍ବତନ୍ତ୍ର ଓ ମୌଳିକ । ତେଣୁ ଗଳ୍ପ ପାଠ କରିବା ସମୟରେ ପାଠକ ନୂତନତ୍ୱର ସ୍ୱାଦ ଆସ୍ଵାଦନ କରି ବିମୋହିତ ହେବେ ଏଥିରେ ସନ୍ଦେହ ନାହିଁ। ଓଡିଆ ଭାଷା ଓ ସଂସ୍କୃତିର ଗାରିମା ବହନ କରୁଥିବା ‘ ପାଳି ‘ ଗଳ୍ପ ସଂକଳନ ସାହିତ୍ୟ ଜଗତରେ ଏକ ନୂତନ ସକାଳକୁ ଜନ୍ମ ଦେବ ବୋଲି ଲେଖକଙ୍କର ଦୃଢ ଆଶା ଓ ବିଶ୍ବାସ
Publisher : StoryMirror Infotech Pvt. Ltd. (1 January 2020)
Language : Oriya
ISBN-10 : 9388698428
ISBN-13 : 978-9388698429
Item Weight : 100 g
Dimensions : 22 x 13 x 3 cm
Country of Origin : India